Videos

Parikrama Prakalpa: ପବିତ୍ର ମକର ସଂକ୍ରାନ୍ତିରେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବର ମୁଖ୍ୟ ଯଜ୍ଞ ଆରମ୍ଭ

ଆଜି ପବିତ୍ର ମକର ସଂକ୍ରାନ୍ତି ଆଉ ମହାପ୍ରଭୁଙ୍କ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବର ମୁଖ୍ୟ ଯଜ୍ଞ ଆରମ୍ଭ। ତିନିଦିନ ଧରି ଚାଲିବ ଯଜ୍ଞ। ପୌଷଶୁକ୍ଳ ସପ୍ତମୀ ତିଥି ଅର୍ଥାତ ୧୭ତାରିଖରେ ହେବ ଯଜ୍ଞର ପୂର୍ଣାହୁତି। ଆଜି ଭଜନସଂକୀର୍ତ୍ତନ ମଣ୍ଡଳିଙ୍କ ଦ୍ୱାରା ବେଢା ପରିକ୍ରମା ସହ ଏକ ଭବ୍ଯ ସମାରୋହ ସୃଷ୍ଟି ହୋଇଛି।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More