Videos

Srimandira Invisible: ଘନ କୁହୁଡିରେ ଲୁଚିଗଲା ନୀଳଚକ୍ର, ଦର୍ଶନ ନପାଇ ନିରାଶ ହେଲେ ଭକ୍ତ

ଆଜି ବି ଘନ କୁହୁଡି ଯୋଗୁଁ ଦୀର୍ଘ ସମୟ ଧରି ନିଳଚକ୍ର ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଭକ୍ତ ଓ ଦର୍ଶନାର୍ଥି। ରାଧାବ ଲ୍ଲବ ମଠ ନିକଟ ନିଷିଦ୍ଧାଞ୍ଚଳ ବାହାରୁ ପତିତପାବନଙ୍କୁ ଦର୍ଶନ କରୁଥିବା ଭକ୍ତ ମାନଙ୍କ ଦର୍ଶନରେ ଟିକେ ସମସ୍ଯା ଉପୁଜିଛି। ସେପଟେ ଶ୍ରୀମନ୍ଦିର ଦୃଶ୍ୟ ମାନ ହେଉଥିବା ପ୍ରାୟ ଦଶ କିଲୋମିଟର ଦୂରରେ ରହୁଥିବା ଗ୍ରାମବାସୀ ମାନେ ଦୀର୍ଘ ସମୟ ନିଳଚକ୍ର ଦର୍ଶନ କରି ପାରିନାହାଁନ୍ତି। ବଡଦାଣ୍ଡରେ ଷ୍ଟ୍ରୀଟଲାଇଟ୍ ବି ଫିକା ଦିଶୁଥିଲା।।ବଡଦାଣ୍ଡ ଓ ସହରରେ ଲାଇଟ୍ ଲଗାଇ ଗାଡି ଚଳାଚଳ କରୁଛି। ଏମିତିକି ଦିନ ୮ଟା ପରେ ବି ଘନକୁହୁଡି ଯୋଗୁଁ ସୂର୍ଯ୍ୟ ଫିକା ଦିଶୁଥିଲେ। ତେବେ ଘନକୁହୁଡି ଯୋଗୁଁ ବଡଦାଣ୍ଡରେ ମଧ୍ୟ ଗାଡି ଚଳାଚଳରେ ସମସ୍ଯା ଉପୁଜିଥିଲା। ଭକ୍ତମାନେ ଧାଡିରେ ଯାଉଥିବା ବେଳେ ସମସ୍ଯା ଭୋଗିଛନ୍ତି।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More