Videos

Video: ହଟ୍ ଲୁକରେ ନଜର ଆସିଲେ ସୁଚରିତା ସ୍ୱାଇଁ, ଭିଡିଓ ଭାଇରାଲ୍

Viral Video: 'ରସିଆ ମାଗୁଛି ଗେଲ' ଗୀତରେ ଠୁମକା ଲଗାଇ ଚର୍ଚ୍ଚାକୁ ଆସିଥିଲେ ଓଡ଼ିଆ ଝିଅ ସୁଚରିତା ସ୍ୱାଇଁ । ଗୀତ ହିଟ୍ ହେବା ସହ ସୁଚରିତାଙ୍କୁ ମିଳିଥିଲା ନୂଆ ପରିଚୟ । ତେବେ ଏହାରି ମଧ୍ୟରେ ସୁଚରିତା ଅନେକ ମ୍ୟୁଜିକ ଭିଡିଓରେ ନୃତ୍ୟ ପରିବେଷଣ କରିସାରିଛନ୍ତି । କେବଳ ସେତିକି ନୁହେଁ, ସୋସିଆଲ ମିଡିଆ ମାଧ୍ୟମରେ ସେ କିଛି ଝଲକ ନିଜ ପ୍ରଶଂସକଙ୍କ ନିକଟରେ ପହଞ୍ଚାଇଛନ୍ତି ।

Video Thumbnail
Share
Advertisement
Read More