Videos

ବନ୍ଧୁକ ମୂନରେ ଦୋକାନରୁ ପୋଛିନେଲେ ସୁନା, ସିସିଟିଭିରେ ଭିଡିଓ ରେକର୍ଡ

ଉତ୍ତର ପ୍ରଦେଶର ସୁଲତାନପୁର ଅଞ୍ଚଳରୁ ଏକ ଲୁଟ ଘଟଣା ସାମ୍ନାକୁ ଆସିଛି। ବନ୍ଧୁକ ମୂନରେ ଦିନ ଦ୍ୱିପ୍ରହରରେ ଏକ ସୁନା ଦୋକାନରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଓ ସୁନା ଲୁଟି ନେଇଛନ୍ତି। ତେବେ କେତେ ଲୁଟ୍ ହୋଇଛି ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ସୂଚନା ପାଇବା ମାତ୍ରେ ଅଧୀକ୍ଷକ ସୋମନ୍ ବର୍ମା ପୋଲିସ ଫୋର୍ସ ସହିତ ପହଞ୍ଚିଥିଲେ। ଡକାୟତିର ପୁରା ଭିଡିଓ ସିସିଟିଭିରେ କଏଦ ହୋଇଛି। ଏହି ମାମଲା ସହରର କେନ୍ଦ୍ରସ୍ଥଳ ଥାଥେରୀ ବଜାର ଛକରେ ଥିବା ଭାରତଜୀ ସାରଫା ଦୋକାନ ସହିତ ଜଡିତ।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More