Viral Video: ଓଲିଉଡର ଦୁଇ ଲୋକପ୍ରିୟ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଏବଂ ଶ୍ରୀତମ ଦାସ ଗୋଟିଏ ମଞ୍ଚରେ ନଜର ଆସିଛନ୍ତି । ଶ୍ରୀତମ ଏହି ଭିଡିଓଟିକୁ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଯାହା ଖୁବ ଭାଇରାଲ୍ ହେବାରେ ଲାଗିଛି । ସଭିଙ୍କ ପ୍ରିୟ ସେହି ପୁରୁଣା ଓଡ଼ିଆ 'ପୁଚୁକି ଗାଲି ଫେସନ ବାଲି' ଗୀତରେ ସୁରରେ ସୁର ମିଶେଇ ଗାଇଛନ୍ତି ଦୁଇ ଅଭିନେତା ।
More Videos
More Videos
More Videos
More Videos
More Videos