Videos

Sura Rout Ray: ମୋହନ ମାଝୀ ତମେ ଭଲ ଲୋକ ହେଲେ ଭିଡ଼କୁ ନୁହଁ; ସୁର ରାଉତରାୟ

Sura Rout Ray: ମୋହନ ମାଝୀ ତମେ ଭଲ ଲୋକ ହେଲେ ଭିଡ଼କୁ ନୁହଁ; ସୁର ରାଉତରାୟ । ରାଜ୍ୟରେ କିଛି ଦିନ ହେବ ନାରୀ ନିର୍ଯାତନା ସହ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିଯାଇଛି। ତେବେ ଏହାକୁ ନେଇ କଂଗ୍ରେସର ପୂର୍ବତନ ନେତା ତଥା ବରିଷ୍ଠ ନେତା ସୁର ରାଉତରାୟ ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ କଟାକ୍ଷ କରି କହିଛନ୍ତି ଯେ, ରାଜ୍ୟରେ ବହୁତ କିଛି ଘଟୁଛି ହେଲେ ପୋଲିସ ବିଭାଗ କଣ କରୁଛି କାହିଁକି ଆକ୍ସନ ନେଉନାହିଁ।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More