Surat Police Viral Video: ଗୁଜରାଟର ଲିମ୍ବାୟତରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ଯେଉଁଠାରେ ସାଇକେଲ ଚଲାଉଥିବା ଏକ ପିଲା ଭୁଲବଶତଃ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କନଭୟ ଯାଉଥିବା ରାସ୍ତାରେ ପଶି ଯାଇଥିଲା। ଏହାପରେ ସେଠାରେ ଡ୍ୟୁଟିରେ ଥିବା ପୋଲିସ ଇନ୍ସପେକ୍ଟର ତାଙ୍କୁ ଚୁଟି ଘୋଷାରି ବାଡାଉଥିବା ଦେଖିବାକୁ ମିଳିଛି। ପିଲାଟିକୁ ମାଡ଼ ମାରୁଥିବାର ଭିଡିଓ କିଛି ସମୟ ମଧ୍ୟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଗଲା। ଏଠାରେ ଦେଖନ୍ତୁ ପୂରା ଘଟଣାର ଭିଡିଓ-
More Videos
More Videos
More Videos
More Videos
More Videos