Videos

Teachers Day: ଗୁରୁଦିବସ ପାଳନ ବେଳେ ଛାତ୍ର କରିଦେଲେ ଏମିତି କାମ...ପିଟି ପକାଇଲେ ଶିକ୍ଷକ

ଆଜି ଅର୍ଥାତ୍ ସେପ୍ଟେମ୍ବର ୫ ତାରିଖକୁ ଦେଶ ଗୁରୁ ଦିବସ ପାଳନ କରୁଥିବା ବେଳେ ଇଣ୍ଟରନେଟ୍ ରେ ଶିକ୍ଷକଙ୍କ ଜୀବନରେ ଅବଦାନକୁ ସମ୍ମାନ ଜଣାଇ ସେମାନଙ୍କ ପାଇଁ ହୃଦୟସ୍ପର୍ଶୀ ଏବଂ ଭାବପ୍ରବଣ ବାର୍ତ୍ତା ଭରି ରହିଛି। ସେପଟେ ଗୁରୁ ଦିବସ ଅବସରରେ ଜଣେ ଛାତ୍ରଙ୍କୁ ତାଙ୍କ ଶିକ୍ଷକ ମାରୁଥିବାର ଏକ ମଜାଦାର ଭିଡିଓ ଇଣ୍ଟରନେଟରେ ହଇଚଇ ସୃଷ୍ଟି କରିଛି। ପୱନ ପଟିଦାର ନାମକ ଜଣେ ୟୁଜର ଏହି ଭାଇରାଲ ଭିଡିଓକୁ ସେୟାର କରି କ୍ୟାପସନରେ ଲେଖିଛନ୍ତି, "ଗୁରୁ ଦିବସର ଶୁଭେଚ୍ଛା । ବହୁତ ପିଟା ଖାଇଲା ପରେ ବି ମୁଁ ଗର୍ବରେ କହୁଛି (ହାପି ଟିଚର୍ସ ଡେ, ଏତେ ମାଡ଼ ଖାଇବା ପରେ ମଧ୍ୟ ମୁଁ ମୋ ଶିକ୍ଷକଙ୍କୁ ସମ୍ମାନ କରେ)।

Video Thumbnail
Share
Advertisement
Read More