Tej Pratap Yadav Video: ବିହାର ସରକାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ସାନପୁଅ ତେଜ ପ୍ରତାପ ଯାଦବ ବର୍ତ୍ତାମନ ଖବରରେ ରହିଛନ୍ତି। ପୁଣି ଥରେ ତାଙ୍କର ଗୋଟିଏ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ତେଜ ପ୍ରତାପଙ୍କ ଭକ୍ତିର ଏକ ଅନନ୍ୟ ଶୈଳୀ ଦେଖିବାକୁ ମିଳେ। ଯେଉଁଥିରେ ସେ ଶିବଲିଙ୍ଗକୁ ଜାବୁଡ଼ି ଧରି ଦୁଗ୍ଧାଭିଷେକ କରୁଛନ୍ତି। ଏବଂ ମନ୍ଦିରର ପୁରୋହିତମାନେ ଜଳାଭିଷେକ ଓ ଦୁଗ୍ଧାଭିଷେକ କାର୍ଯ୍ୟ କରୁଛନ୍ତି।
Tej Pratap Yadav Video: ବିହାର ସରକାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ସାନପୁଅ ତେଜ ପ୍ରତାପ ଯାଦବ ବର୍ତ୍ତାମନ ଖବରରେ ରହିଛନ୍ତି। ପୁଣି ଥରେ ତାଙ୍କର ଗୋଟିଏ ଭିଡିଓ ଭାଇରାଲ ହେଉଛି।
More Videos
More Videos
More Videos
More Videos
More Videos