Videos

Bhubaneswar Viral Video: ରାଜଧାନୀର ରାଜରାସ୍ତାରେ ଆତଙ୍କରାଜ, ଭୟରେ ରାଜଧାନୀବାସୀ

ରାଜଧାନୀର ରାଜରାସ୍ତାରେ ଆଜି କିଛି ଯୁବଗୋଷ୍ଠୀଙ୍କ ଉତ୍ପାତ ଦେଖିବାକୁ ମିଳିଛି। ଖୁଲମଖୁଲ୍ଲା ଟ୍ରାଫିକ ନିୟମ ଉଲ୍ଲଂଘନ କରି ରାଜରାସ୍ତାରେ ଆତଙ୍କରାଜ ଚଳାଇଥିବା କିଛି ଯୁବକଙ୍କ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। କୁହାଯାଉଛି ଏହି ଭିଡିଓଟି ଭୁବନେଶ୍ୱରର ସତ୍ୟନଗର ଶ୍ମଶାନ ଠାରୁ ବାଣୀବିହାର ଛକ ମଧ୍ୟରେ ଏହି ଯୁବକମାନେ ଆତଙ୍କ ସୃଷ୍ଟି କରିଥିବା ଦାବି କରାଯାଉଛି। ସେପଟେ ଏମାନଙ୍କୁ ଗିରଫ କରିବା ପାଇଁ ପୋଲସି ତନାଘନା ଚଳାଇଛି।

 

Video Thumbnail
Share
Advertisement
Read More