Videos

Odisha News: ପାଟିରେ ବାଣଫୁଟି ଗୁରୁତର ୬ ବର୍ଷର ଝିଅ, ଦେଖନ୍ତୁ ଏହି ଭିଡିଓ..

ପାଟିରେ ବାଣଫୁଟି ଶିଶୁ କନ୍ଯା ଗୁରୁତର। ମହୁଲଡିହା ଥାନା ଦୁଆରସୁଣି ଗାଁ ରେ ଏଭଳି ଅଘଟଣ ଘଟିଛି। ଗାଁ ର ପାକନ କୁଦଡା ଙ୍କ ୬ବର୍ଷର ଝିଅ ସାଙ୍ଗ ମାନଙ୍କ ସହ ଘର ନିକଟରେ ଖେଳୁଥିବା ସମୟରେ ତଳେ ପଡିଥିବା ଏକ ଅଫୁଟା ବାଣ କୁ ପାଟିରେ ଭର୍ତିକରି ଚୋବାଇ ଦେବାରୁ ବାଣଟି ପାଟିରେ ଫୁଟି ଯାଇଛି। ଗୁରୁତର ଅବସ୍ଥାରେ ଶିଶୁ ଟିକୁ ୧୦୮ ଆମ୍ବୁଲାନ୍ସ ସହାୟତାରେ ଆନନ୍ଦପୁର ଡାକ୍ତରଖାନା ଭର୍ତ୍ତି କରାଯାଇଥିବା ବେଳେ ସ୍ବାସ୍ଥ୍ୟବସ୍ଥା ଅତି ଗୁରୁତର ଥିବାରୁ ତାକୁ ପ୍ରାଥମିକ ଚିକିତ୍ସାପରେ କଟକ ଶିଶୁଭବନ କୁ ସ୍ଥାନାନ୍ତର କରାଯାଇଥିବା ଡାକ୍ତରଖାନା ସୂତ୍ରରୁ ଜଣାଯାଉଛି।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More