Viral Video: ମାଲିକର ବୋଲ ମାନୁଛି କୁକୁର । ମାଲିକ ପାଣି ଭିତରକୁ ଏକ ବୋତଲ ଫିଙ୍ଗି ଦେଉଛି ଆଉ କୁକୁରଟି ସଙ୍ଗେସଙ୍ଗେ ପାଣି ଭିତରକୁ ଡେଇଁ ବୋତଲଟି ମାଲିକକୁ ଆଣି ଦେଉଛି । ଏହି ଦୃଶ୍ୟ ହିଁ ବୟାନ କରୁଛି ମାଲିକକୁ କୁକରଟି କେତେ ଭଲ ପାଉଛି । ତେବେ କୁକୁରଟିକୁ ମାଲିକ ଜଣକ ଟ୍ରେନିଂ ଦେଇଥିବା ଅନୁମାନ କରାଯାଉଛି ।
More Videos
More Videos
More Videos
More Videos
More Videos