Odisha News: ମା ତାରିଣୀ ଙ୍କ ଭକ୍ତ ନିଜ ଜିଭ କାଟି ଗୁରୁତର। ମନ୍ଦିର ପରିସର ନିଜ ଜିଭ କାଟି ଗୁରୁତର ଭକ୍ତ ମେଡ଼ିକାଲ ରେ ଭର୍ତ୍ତି। ଗୁରୁତର ଯୁବକ ଜଣଙ୍କ ହେଲେ ଗଂଜାମ ଜିଲ୍ଲାର ଅଂଚଳ ବିଜୟ ବୋଲି ଜଣା ପଡ଼ିଛି। ମା ଙ୍କ ପୀଠ ରେ ଆଳତି ଚାଲିଥିବା ବେଳେ ଏକ ଧାରୁଆ ବ୍ଲେଡ଼ ରେ ନିଜ ଜିଭ କୁ କାଟି ଦେଇଥିଲେ। ପରେ ମନ୍ଦିର ପରିସରରେ ଥିବା କର୍ମଚାରୀ ତାଙ୍କୁ ଗୁରୁତର ଅବସ୍ଥାରେ ଘଟଗାଁ ମେଡ଼ିକାଲ ରେ ଭର୍ତ୍ତି କରିଛନ୍ତି। ତେବେ ମାଁ ଙ୍କ ସ୍ୱପ୍ନ ଦେଶ ପାଇଁ ନିଜ ଜିଭ କଟିଥିବା ଜଣା ପଡ଼ିଛି। ତେବେ ଆଜି ଭି ଏ ଭଳି ଅନ୍ଧବିଶ୍ଵସ ଲୋକଙ୍କ ଭିତରେ ରହିଥିବା ଏବେ ଚର୍ଚ୍ଚା ଜୋର ଧରିଛି।

More Videos
More Videos
More Videos
More Videos
More Videos