Videos

Viral Video: କୂଅରେ ପଡି ଯାଇଥିବା ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲା ERSS ଟିମ୍, ଦେଖନ୍ତୁ ଏହି ଭାଇରାଲ ଭିଡିଓ..

Viral Video: ମୟୁରଭଞ୍ଜ ଜିଲ୍ଲା କୁରୁଳିଆ ଗାଁର ଜଣେ ବ୍ୟକ୍ତି ଏକ କୂଅ ଭିତରେ ପଡି ଯାଇଥିବା ସମ୍ପର୍କରେ ଜଣେ ବ୍ୟକ୍ତି ୧୧୨ କୁ କଲ୍ କରି ଜଣାଇଥିଲେ। ERSS କର୍ତ୍ତୃପକ୍ଷ ଘଟଣାର ଗୁରୁତ୍ୱ ଉପଲବ୍ଧି କରି କରଞ୍ଜିଆ ଅଗ୍ନିଶମ ସେବାକୁ ସଙ୍ଗେ ସଙ୍ଗେ ଯୋଗାଯୋଗ କରିଥିଲେ। ଅଗ୍ନିଶମ ଟିମ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରିଵା ସହ ମେଡିକାଲରେ ପହଞ୍ଚାଇଵାର ବ୍ୟବସ୍ଥା କରିଥିଲେ।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More