Video: ଗ୍ରେଟ୍ ଖଲି ବିମାନରେ ଯାତ୍ରା କରୁଥିବା ସମୟରେ ଏହି ଭିଡିଓଟି ସୁଟ୍ କରାଯାଇଛି ଯାହା ବର୍ତ୍ତମାନ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଖଲି ବିମାନ ସିଟ୍ ରେ ବସିବା ପରେ ବେଲ୍ଟ ଲଗାଇବାକୁ ଚେଷ୍ଟା କରି ବିଫଳ ହେଉଛନ୍ତି । କେବଳ ସେତିକି ନୁହେଁ, ଏକ ଗ୍ଲୋବସ୍ ଲଗାଇବା ସମୟରେ ତାହା ଫାଟି ଯାଉଛି ।
More Videos
More Videos
More Videos
More Videos
More Videos