Bride Dance Video: ମଣ୍ଡପରେ କନିଆର ମୁଜରା ଦେଖି ରାଗି ପାଚି ଲାଲ୍ ହେଲା ବର, ଦେଖନ୍ତୁ ଭିଡିଓ । ଆଜିକାଲି ର ଯୁବପୀଢୀ ନିଜ ବିବାହକୁ ମନୋରମ ଓ ସ୍ମୃତି ରେ ଭରପୂର କରିବାକୁ ଅନେକ କିଛି ଉଦ୍ୟମ କରୁଛନ୍ତି । ସେ ବ୍ରାଇଡ୍ ଏଣ୍ଟ୍ରି ଡ୍ୟାନ୍ସ ହେଉ ବା ବରଯାତ୍ରୀଙ୍କ ଧମାକାଦାର ଡ୍ୟାନ୍ସ ଏହାକୁ ନେଇ ଅନେକ ପ୍ରୟାସ କରୁଛନ୍ତି ବର ପକ୍ଷ ଓ କନିଆ ପକ୍ଷ । ତେବେ କିଛି ସମୟରେ ଏମିତି କିଛି ଉଦ୍ୟମ ଭାରି ପଡିଯାଏ। ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏକ ଭିଡିଓ...ଯେଉଁଥିରେ ମଣ୍ଡପ ଉପରେ ବର କନିଆ ଥିବା ବେଳେ କନିଆର ଡ୍ୟାନ୍ସ ସହ ମୁଜରା ଦେଖି ବର ରାଗି ପାଚି ଲାଲ୍ ପଡିଯାଇଛି। ଆଉ ଏହାର ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି।
Also See Video Story: Hanuman Chalisa: ହନୁମାନ ଚାଳିଶା ପଢିବାର ସଠିକ୍ ସମୟ ଜାଣନ୍ତୁ, ସମସ୍ୟାରୁ ମୁକ୍ତି ପାଆନ୍ତୁ
Also See Video Story: Vastu Tips: ଏହି ୭ଟି ଜିନିଷରେ ଭୁଲରେ ମାରନ୍ତୁନି ଗୋଡ, ନଚେତ୍ ଜୀବନଯାକ ରହିବ ଆର୍ଥିକ ସମସ୍ୟା
More Videos
More Videos
More Videos
More Videos
More Videos