Videos

Video: ହୋଲିରେ ୨ଟି ବାଇକ୍ ଚୋରି କରିନେଲେ ଚୋର, ଦେଖନ୍ତୁ CCTV ଭିଡିଓ

Viral Video: ଏହି CCTV ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ହୋଲି ଖେଳ ସମୟରେ ୨ ଚୋର ଏକାସାଙ୍ଗରେ ୨ଟି ବାଇକ୍ ଚୋରି କରିନେବା ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇ ରହିଛି । ଚୋର ଚୋରି କରିବା ସମୟରେ ସେହି ରାସ୍ତା ଅତିକ୍ରମ କରିଥିଲା ଏକ ପିସିଆର । ପୋଲିସକୁ ଦେଖି ଚୋର ଘଟଣାସ୍ଥଳରୁ ଫେରାର ହେବା ପରି ବାହାନା କରିଥିଲେ କିନ୍ତୁ ପୋଲିସ ଯିବା ପରେ ନିଜ ମିଶନରେ ସଫଳ ହୋଇଛନ୍ତି ।

Video Thumbnail
Share
Advertisement
Read More