Videos

Video: 'ସାହୁ ଭାଉଜ'ଙ୍କ ପଛରେ ଗୋଡାଇଲେ ଏହି ଅଭିନେତା, ଦେଖନ୍ତୁ କ'ଣ ହେଲା

Video: 'ସାହୁ ଭାଉଜ' ଭାଗ୍ୟଶ୍ରୀ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି । ସେଥିପାଇଁ ସୋସିଆଲ ମିଡିଆରେ ତାଙ୍କର ଗୋଟିଏ ପରେ ଗୋଟେ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ରିଲ୍ସଟିରେ ଦେଖିବାକୁ ମିଳିଛି ଯେ, ହାସ୍ୟ ଅଭିନେତା ଭାଗ୍ୟଶ୍ରୀଙ୍କୁ ଏକ ଗେଣ୍ଡୁ ଫୁଲ ଦେବା ପାଇଁ ପ୍ରୟାସ କରୁଛନ୍ତି । ଭାଗ୍ୟଶ୍ରୀ ଫୁଲ ନେବା ପରେ ଅଭିନେତା ଖୁସି ପ୍ରକାଶ କରିଛନ୍ତି ।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More