Videos

Video: ଏହାକୁ କୁହନ୍ତି ମୃତ୍ୟୁକୁ ଛୁଇଁ କି ପେରି ଆସିବା! ଆପଣ ମଧ୍ୟ ଏହି ଭିଡିଓ ଦେଖିବା ପରେ ହୋଇଯିବେ ଆଶ୍ଚର୍ଯ୍ୟ

Viral Video: ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଉଛି ଯେ ଜଣେ ବ୍ୟକ୍ତି ବାଇକ୍ ଚଳାଉଥିବା ବେଳେ ତାଙ୍କର ଜଣେ ବନ୍ଧୁ ମଧ୍ୟ ପଛରେ ବସିଛନ୍ତି। ହଠାତ୍ ଏକ ମୋଡ ପଡେ ଓ ଆଗରୁ ଏକ ଡମ୍ପର୍ ତାଙ୍କ ଆଡକୁ ମାଡି ଆସେ। ସୌଭାଗ୍ୟବଶତଃ ସେମାନେ କୌଣସି ପ୍ରକାର ବାଇକକୁ ଖାଲି ସ୍ଥାନ ଆଡକୁ ନେଇଯାନ୍ତି। ଏହିପରି ଭାବରେ ତାଙ୍କ ଜୀବନ ରକ୍ଷା ପାଇଯାଏ। ଧକ୍କା ହେବାରୁ ବଞ୍ଚିବା ପରେ ତାଙ୍କର ପ୍ରତିକ୍ରିୟା ଦେଖି ଆପଣ ବୁଝିହେବ ଯେ ସେ କ୍ଷଣିକ ପାଇଁ ସେମାନେ କେତେ ଭୟଭୀତ ଥିଲେ। ଦେଖନ୍ତୁ ଏହି ଭିଡିଓ-

Viral Video: ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଉଛି ଯେ ଜଣେ ବ୍ୟକ୍ତି ବାଇକ୍ ଚଳାଉଥିବା ବେଳେ ତାଙ୍କର ଜଣେ ବନ୍ଧୁ ମଧ୍ୟ ପଛରେ ବସିଛନ୍ତି। ହଠାତ୍ ଏକ ମୋଡ ପଡେ ଓ ଆଗରୁ ଏକ ଡମ୍ପର୍ ତାଙ୍କ ଆଡକୁ ମାଡି ଆସେ। ସୌଭାଗ୍ୟବଶତଃ ସେମାନେ କୌଣସି ପ୍ରକାର ବାଇକକୁ ଖାଲି ସ୍ଥାନ ଆଡକୁ ନେଇଯାନ୍ତି। ଏହିପରି ଭାବରେ ତାଙ୍କ ଜୀବନ ରକ୍ଷା ପାଇଯାଏ। ଧକ୍କା ହେବାରୁ ବଞ୍ଚିବା ପରେ ତାଙ୍କର ପ୍ରତିକ୍ରିୟା ଦେଖି ଆପଣ ବୁଝିହେବ ଯେ ସେ କ୍ଷଣିକ ପାଇଁ ସେମାନେ କେତେ ଭୟଭୀତ ଥିଲେ। 

Video Thumbnail
Share
Advertisement
Read More