Videos

Video: ଛି ଛି ଛି ନନୀ ଗୀତରେ ହୋଇପାରେ ଏପରି ଡ୍ୟାନ୍ସ, ଦେଖିଲେ ହେବେ ଆଶ୍ଚର୍ଯ୍ୟ

Video: ବର୍ତ୍ତମାନ ସୋସିଆଲ ମିଡିଆ ଖୋଲିଲେ ସାମ୍ନାକୁ ଆସୁଛି ଛି ଛି ଛି ନନୀ ଗୀତର ଅନେକ ରିଲ୍ସ । ପିଲାଠୁ ବୁଢା ଯାଏଁ ସଭିଏଁ ଗୀତଟିକୁ ଖୁବ ପସନ୍ଦ କରୁଛନ୍ତି । ତେବେ ଏହି ଗୀତଟି ଖୁବ ପୁରୁଣା ହୋଇଥିବା ସମୟରେ ଅଚାନକ ଏହା ଭାଇରାଲ ହେବା ସବୁଠୁ ଅଧିକ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଗୀତରେ ନୂଆ ଶୈଳୀରେ ଜଣେ ଯୁବକ ଡ୍ୟାନ୍ସ କରିଛନ୍ତି । ଏହା ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି ।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More