Videos

Video: ରୁଟି ସହ ଗୋବର ମଡେଇ ଖାଇଲେ ଏହି ବ୍ୟକ୍ତି, ଭିଡିଓ ଭାଇରାଲ୍

Video: ଜଣେ ବ୍ୟକ୍ତି ରୁଟିରେ ଗୋବର ଲଗେଇ ଖାଇବାର ଦୃଶ୍ୟ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହା କିପରି ସହଜରେ ବ୍ୟକ୍ତିଜଣକ କରିପାରୁଛନ୍ତି ତାହା ଅନେକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ବ୍ୟକ୍ତିଜଣକ ଏପରି କାହିଁକି କଲେ ତାହା ଜଣାପଡିନଥିବା ସମୟରେ ଭାଇରାଲ୍ ହେବା ପାଇଁ ଏପରି କରିଥିବା କୁହାଯାଉଛି ।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More