Video: ଏହି କୁନି ଝିଅଟିକୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଯାଇଛି । ନିଜ ନୃତ୍ୟଶୈଳୀରେ ସେ ସଭିଙ୍କ ହୃଦୟ ଜିତିପାରୁଛି । କେତେବେଳେ ଭଜନରେ ତ ପୁଣି କେତେବେଳେ ଆଧୁନିକ ଗୀତରେ ବିଭିନ୍ନ ପ୍ରକାରର ରିଲ୍ସ ବନାଇ ଏବେ ଖୁବ୍ ଭାଇରାଲ୍ ହୋଇଛି ଏହି ଝିଅ ।
More Videos
More Videos
More Videos
More Videos
More Videos