Viral Video: ବର୍ତ୍ତମାନ ଭାରତ ଏବଂ ପାକିସ୍ତାନ ସମ୍ପର୍କକୁ ନେଇ ବିଭିନ୍ନ ଚର୍ଚ୍ଚା ଆଲୋଚନା ଚାଲିଛି । ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଏବେ ଭାରତରେ ଥିବା ପାକିସ୍ତାନୀ ନାଗରିକଙ୍କୁ ଶୀଘ୍ର ଦେଶ ଛାଡିବାକୁ ପରାମର୍ଶ ଦିଆଯାଇଛି । କେବଳ ସେତିକି ନୁହେଁ ପାକିସ୍ତାନରେ ଥିବା ଭାରତୀୟମାନଙ୍କୁ ମଧ୍ୟ ଶୀଘ୍ର ଭାରତ ଆସିବାକୁ କୁହାଯାଇଛି । ଅନ୍ୟପଟେ ପୂର୍ବରୁ ପାକିସ୍ତାନରୁ ଭାରତକୁ ଆସି ଗ୍ରେଟରନୋଏଡାରେ ରହୁଥିବା ସୀମା ହାଇଦର ମଧ୍ୟ ଚର୍ଚ୍ଚାରେ ଅଛନ୍ତି । ତେଣୁ ତାଙ୍କର କିଛି ରିଲ୍ସ ଏବେ ଭାଇରାଲ୍ ହେବାରେ ଲାଗିଛି ।
More Videos
More Videos
More Videos
More Videos
More Videos