Videos

Video: ଗର୍ଭାଶୟ ଜନିତ ସଂକ୍ରମଣ କାରଣରୁ କାଳରାପତରିଆ ବାଘୁଣୀ ମୃତ, ଦେଖନ୍ତୁ ଏହି ଭିଡିଓ...

Video: ଗର୍ଭାଶୟ ଜନିତ ସଂକ୍ରମଣ କାରଣରୁ ମୃତ୍ୟୁ ବରଣ କଲା ସମ୍ବଲପୁର ଜୁ ର କାଳରାପତରିଆ ବାଘ ରାଣୀ। ସୂଚନା ଥାଉ କି ଗତ ବର୍ଷେ ପୂର୍ବରୁ ନୁଆଁପଡାରୁ ମଣିଷ ଖିଆ କଲରାପତରିଆ ବାଘ ରାଜାକୁ ସମ୍ବଲପୁର ଜୁ କୁ ଅଣାଯାଇଥିଲା ଓ ନଭେମ୍ବର ମାସ ରେ ତାକୁ ରାଣୀ ସହିତ ମିଳାମିଶା ପାଇଁ ଛଡ଼ାଯାଇଥିଲା | ଦୁହେଁ ଭେଟ ହେବା ପରେ ସାଙ୍ଗେ ସାଙ୍ଗେ ମିଟିଙ୍ଗରେ ଲାଗି ପଡ଼ିଥିଲେ। ମାସକ ପରେ ଗର୍ଭ ପରୀକ୍ଷା କରାଯିବାର ଥିଲା। କିନ୍ତୁ ଗତ ତିନି ତାରିଖ ସନ୍ଧ୍ୟାରେ ରାଣୀର ଗୁପ୍ତାଙ୍ଗରୁ ପାଣି ବାହାରୁଥିବା ବେଳେ ପରୀକ୍ଷା କରାଇଥିଲା।

Video Thumbnail
Share
Advertisement
Read More