Video: ପ୍ରଭୁ ଜଗନ୍ନାଥଙ୍କ ଭଜନ 'ତୋ ଆଗରେ କିଛି ଧୂପ'କୁ ମଞ୍ଚରେ ଅତି ସୁନ୍ଦର ଭାବେ ଗାଇଛନ୍ତି ଓଡ଼ିଆ ଗାୟିକା ଦୀପ୍ତିରେଖା ପାଢୀ । ପ୍ରଥମେ ବଲିଉଡ କଣ୍ଠଶିଳ୍ପୀଙ୍କ ସ୍ୱରରେ ଭଜନଟି ସ୍ରୋତାଙ୍କ ହୃଦୟକୁ ଛୁଇଁଥିଲା ଆଉ ଏବେ ଏହି ଭଜନଟି ପ୍ରାୟ ଅଧିକାଂଶ ମଞ୍ଚ କାର୍ଯ୍ୟକ୍ରମରେ ପରିବେଷଣ କରାଯାଉଛି । ଆପଣଙ୍କୁ କହିରଖୁଛୁ ଯେ, ଗତବର୍ଷ ବାଲିଯାତ୍ରା ମଞ୍ଚରେ ମଧ୍ୟ ଦର୍ଶକେ ସୋନୁ ନିଗମଙ୍କ ସ୍ୱରରୁ ଲାଇଭ୍ ଶୁଣିଥିଲେ ଏହି ମିଠା ଭଜନଟି ।
More Videos
More Videos
More Videos
More Videos
More Videos