ଆଉ ଦୁଇ ଦିନ ପରେ ନୀଳ କନ୍ଦରକୁ ବାହୁଡିବେ ମହାବାହୁ। ଏହି ସମୟରେ ପୁରୀରେ ଲକ୍ଷାଧିକ ସଂଖ୍ୟରେ ଶ୍ରଦ୍ଧାଳୁଙ୍କ ଭିଡ଼ ହେବାର ସମ୍ଭାବନା ରହିଛି। ପୁରୀକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଶ୍ରଦ୍ଧାଳୁ ଆସିବେ। ଏଥିପାଇଁ ସହଜ ଓ ସୁବିଧାରେ ଯାତାୟତ ପାଇଁ ପୁରୀ ପୋଲିସ ପକ୍ଷରୁ ଟ୍ରାଫିକ୍ ଆଡଭାଇଜାରୀ ଏକ ସ୍ୱତନ୍ତ୍ର ଭିଡିଓ ମାଧ୍ୟମରେ ଜାରି କରାଯାଇଛି।
More Videos
More Videos
More Videos
More Videos
More Videos