Video: ଭୁବନେଶ୍ୱର ଜୟଦେବ ବିହାର ଠାରେ କାଳବୈଶାଖୀ ଯୋଗୁ ରାସ୍ତାରେ ଭାଙ୍ଗି ପଡିଥିଲା ଗଛ । ଏହା ଦେଖିବା ପରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଓ ସ୍ଥାନୀୟ ଲୋକମାନେ ତାହାକୁ ସଫା କରିଛନ୍ତି । ଫଳରେ ରାସ୍ତାରେ ଯାନବାହନ ଯାତାୟତ କରିବାରେ ସକ୍ଷମ ହୋଇଥିଲା ।
More Videos
More Videos
More Videos
More Videos
More Videos