Videos

Tigers fight: ପରସ୍ପର ସହ ଲଢ଼ି ପଡିଲେ ୨ ବାଘ, କିଛି ସମୟ ମଧ୍ୟରେ ନେଲା ଭୟଙ୍କର ରୂପ, ଏଠାର ଦେଖନ୍ତୁ

Two tigers fight video: ମଧ୍ୟପ୍ରଦେଶର କାନ୍ହା ଅଭୟାରଣ୍ୟ ପରିଦର୍ଶନରେ ଆସିଥିବା ଜଣେ ପର୍ଯ୍ୟଟକ ଏକ ଅସାଧାରଣ ଦୃଶ୍ୟ ଦେଖିଲେ। ଯେଉଁଠାରେ ସେ ଦୁଇଟି ବାଘଙ୍କ ମଧ୍ୟରେ ଭୟଙ୍କର ଲଢ଼େଇ ହେଉଥିବାର ନଜର ଆସିଥିଲା। କାନ୍ହା ବ୍ୟାଘ୍ର ଅଭୟାରଣ୍ୟର କ୍ଷେତ୍ର ନିର୍ଦ୍ଦେଶକ ରବିନ୍ଦ୍ର ମଣି ତ୍ରିପାଠୀଙ୍କ ଦ୍ୱାରା ଏହି ୨୬ ସେକେଣ୍ଡର କ୍ଲିପ୍ X ରେ ପୋଷ୍ଟ କରିଛନ୍ଚି। ଦୃଶ୍ୟ ବର୍ଣ୍ଣନା କରି ତ୍ରିପାଠୀ କହିଛନ୍ତି ଯେ ପର୍ଯ୍ୟଟକ ଜାତୀୟ ଉଦ୍ୟାନ ପରିଦର୍ଶନ ସମୟରେ ବାଘମାନଙ୍କ ମଧ୍ୟରେ ତୀବ୍ର ଲଢ଼େଇକୁ ରେକର୍ଡ କରିଥିଲେ।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More