Video: ସୋସିଆଲ ମିଡିଆର ଦୁଇ ଭାଇରାଲ୍ ଗାର୍ଲ ରାଣୀ ଏବଂ ଗାର୍ଗି ଦୁହେଁ ଦୁହିଁଙ୍କୁ ନିକଟରେ ଭେଟିଛନ୍ତି । ଉଭୟେ ସେଥିପାଇଁ ଖୁବ ଖୁସି ଥିବା ସୋସିଆଲ ମିଡିଆରେ ପ୍ରକାଶ କରିଛନ୍ତି । ନିଜ ଦମଦାର କଣ୍ଟେଣ୍ଟ ମାଧ୍ୟମରେ ଲୋକପ୍ରିୟତା ହାସଲ କରିଥିବା ଏହି ଦୁଇ ଝିଅ ଏକାଠି ରିଲ୍ସ ବନାଇଥିବା ଦେଖିବାକୁ ମିଳିଛି । ଏହି ରିଲ୍ସ ଖୁବ ଭାଇରାଲ୍ ମଧ୍ୟ ହେବାରେ ଲାଗିଛି । ସୋସିଆଲ ମିଡିଆରେ ଉଭୟଙ୍କୁ ଖୁବ୍ ପ୍ରଶଂସା ମିଳିଛି ।
More Videos
More Videos
More Videos
More Videos
More Videos