Viral Video: ଯାତ୍ରା ମଞ୍ଚରେ ମାଟିର ବାସ୍ନା ଭରିଛନ୍ତି ଏହି ଦୁଇ ଯୁବ କଳାକାର । 'ଏ ମାଟି ଆମ ସାହା ଭରଷା' ଗୀତଟିକୁ ଖୁବ ସୁନ୍ଦର ଭାବେ ଗାଇବା ସହ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିଣିବାରେ ସକ୍ଷମ ହୋଇଛନ୍ତି । ଯାତ୍ରା ମଞ୍ଚ ତଳେ ଦର୍ଶକେ ଏହି ଗୀତଟିକୁ ମନଭରି ଉପଭୋଗ କରିଥିବା ଭିଡିଓରୁ ସ୍ପଷ୍ଟ ବାରି ହୋଇପଡୁଛି । ବର୍ତ୍ତମାନ ଭିଡିଓଟି ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି ।
More Videos
More Videos
More Videos
More Videos
More Videos