Videos

Video: ଟିପ୍ ଟିପ୍ ବର୍ଷା ପାଣି ଗୀତରେ ନିଆରା ଅନ୍ଦାଜରେ ରିଲ୍ ଭିଡିଓ ଭାଇରାଲ୍

Viral Video: ସୋସିଆଲ ମିଡିଆରେ ଭାଇରାଲ୍ ହେବା ପାଇଁ ଅନେକ ବ୍ୟକ୍ତି ବିଭିନ୍ନ ପ୍ରକାରର କାରନାମା କରିବାରେ ଲାଗିଛନ୍ତି । କିଛି ବ୍ୟକ୍ତିଙ୍କ ହରକତ ଏପରି ଭାଇରାଲ୍ ହେଉଛି ଯାହା ଅନେକଙ୍କୁ ଖୁବ ଆଶ୍ଚର୍ଯ୍ୟ କରୁଛି । ତେବେ ନିକଟରେ ରାସ୍ତା ଉପରେ ଯୁବକ ଯୁବତୀ ଏପରି କିଛି ଭିନ୍ନ ଧରଣର ରିଲ୍ କରିଛନ୍ତି । ଯୁବତୀଙ୍କୁ ଯୁବକ ଜଣକ ଉଠାଇ ବିଭିନ୍ନ ଶୈଳୀରେ ଚକ୍ରି ପରି ବୁଲାଉଛନ୍ତି ।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More