Untalented Guy Udit: ସୋସିଆଲ ମିଡିଆରେ ସର୍ବଦା ଚର୍ଚ୍ଚାରେ ରହୁଥିବା ଉଦିତଙ୍କ ନୂଆ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଜଣେ ସୁନ୍ଦରୀଙ୍କ ସହ ଉଦିତ ବର ବେଶରେ ନଜର ଆସିଛନ୍ତି । ସୂଚନା ମିଳିଛି ଯେ, ଉଦିତ ବର ବେଶରେ ନଜର ଆସିବାର କାରଣ ହେଉଛି ତାଙ୍କର ନୂଆ ମ୍ୟୁଜିକ ଭିଡିଓର ସୁଟିଂ । ତେବେ କେବେ ଏହି ମ୍ୟୁଜିକ ଭିଡିଓ ରିଲିଜ୍ ହେବ ତାହା ଅପେକ୍ଷା ରହିଛି ।
More Videos
More Videos
More Videos
More Videos
More Videos