Videos

Yogi Adityanath: ୟୁପି ମୁଖ୍ୟମନ୍ତ୍ରୀଙ୍କ ଚେତାବନୀ 'ଝିଅଙ୍କୁ ଅସଦାଚରଣ କରିବ ତ ରାମ ନାମ ସତ୍ୟ ହେବ'

ସବୁବେଳେ ଚର୍ଚ୍ଚାରେ ଥାଆନ୍ତି ଉତ୍ତର ପ୍ରଦେଶ ମୁଖ୍ଯମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ନିକଟ ଅତୀତରେ ଏକ ସଭାମଞ୍ଚରେ ସେ ଖୁଲମଖୁଲା ରୋଡ ରୋମିଓଙ୍କୁ ଧମକ ଦେଇଛନ୍ତି । କହିଛନ୍ତି ଯେ, 'ଝିଅଙ୍କୁ ଅସଦାଚରଣ କରିବ ତ ରାମ ନାମ ସତ୍ୟ ହେବ' । ତେଣୁ କରି ରୋଡ ରୋମିଓ ମାନେ ସାବଧାନ ରୁହ। ଏହାପୂର୍ବରୁ ଅନେକ ଗ୍ୟାଙ୍ଗଷ୍ଟାର ଙ୍କ ମନରେ ଛନକା ପୂରାଇଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ। ସବୁଠାରୁ ବଡ଼ କଥା ହେଲା କେବଳ ଚର୍ଚ୍ଚା ନୁହେଁ ଏକଥା ବି ପ୍ରମାଣିତ ଯେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କାର୍ଯ୍ୟକାଳ ଅର୍ଥାତ୍ ଶାସନ ସମୟରେ କ୍ରାଇମ ରେଟ କମିଛି।

Video Thumbnail
Share
Advertisement
Read More