Videos

ଅଭିନେତା ଅନୁଭବଙ୍କ ପାଇଁ ରାତି ଅଧରେ ଏହି ଭିଡିଓ ସେୟାର କଲେ ବର୍ଷା! ଦେଖନ୍ତୁ

Varsha Priyadarshini Video: ଓଡିଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଏକାଧିକ ଓଡି଼ଆ ଫିଲ୍ମ କରି ଦର୍ଶକଙ୍କ ହୃଦୟରେ ସ୍ବତନ୍ସ ସ୍ଥାନ ଅଧିକାର କରିଛନ୍ତି। ତେବେ, ନିକଟରେ ତାଙ୍କର ଫିଲ୍ମ ଓ୍ବାଇଫ୍ ରିଲିଜ୍ ହୋଇଛି। ଏହାରି ଭିତରେ ସେ ଏକ ଭିଡିଓ ନିଜ ଇନଷ୍ଟାରେ ସେୟାର କରିଛନ୍ତି। ଏହି ଭିଡିଓଟି ଅନୁଭବ ମହାନ୍ତିଙ୍କ ପାଇଁ ସେ ସେୟାର କରିଥିବା ଚର୍ଚ୍ଚା ହେଉଛି...

Video Thumbnail
Share
Advertisement
Read More