Video: ଜାଗ୍ରତି ଶୁକ୍ଳାଙ୍କୁ ବିବାହ କରିବା ପରେ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଅନେକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓଟି ସେତେବେଳର ଯେତେବେଳେ ଅନୁଭବଙ୍କ ଗୋଡରେ ଆଘାତ ଲାଗିଥିଲା ଏବଂ ସେ ଚିକିତ୍ସାଧିନ ଥିଲେ । ସେତେବେଳେ ବର୍ଷା ଅନୁଭବଙ୍କ ସେବା କରିଥିଲେ ଯାହ ପ୍ରଶଂସା ମଧ୍ୟ ନିଜେ ଅନୁଭବ କରିଥିଲେ ।
More Videos
More Videos
More Videos
More Videos
More Videos