Videos

Video: ଖଣ୍ଡଗିରିରେ ବହି ଆରମ୍ଭ ପୂର୍ବରୁ ଯାତ୍ରା ରଙ୍ଗମହଲ ଡ୍ୟାନ୍ସରଙ୍କ ଭିଡିଓ ଭାଇରାଲ୍

Video: ଯାତ୍ରା ରଙ୍ଗମହଲ ଫେବୃଆରୀ ୧୨ ରୁ ୧୬ ପର୍ଯ୍ୟନ୍ତ ଖଣ୍ଡଗିରିରେ ଯାତ୍ରା ପରିବେଷଣ କରିବ । ଏନେଇ ସୋସିଆଲ ମିଡିଆ ମାଧ୍ୟମରେ ରଙ୍ଗମହଲ ପରିବାର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । କିନ୍ତୁ ତା ପୂର୍ବରୁ ଏହି ଭିଡିଓଟି ଖୁବ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦେଖିବାକୁ ମିଳିଛି ରଙ୍ଗମହଲର ନୃତ୍ୟଶିଳ୍ପୀମାନେ ମଞ୍ଚରେ ଜବରଦସ୍ତ ଡ୍ୟାନ୍ସ କରୁଛନ୍ତି ।

Video Thumbnail
Share
Advertisement
Read More