Videos

VIDEO: କେରଳରେ ଉତ୍ସବ ସମୟରେ କ୍ରୋଧିତ ହୋଇଗଲେ ଗଜରାଜ; ଲୋକଙ୍କୁ ଉଠାଇ ଫୋପାଡିଲା, ଅନେକ ଆହତ

Kerala elephant Viral Video: କେରଳର ମାଲାପୁରାମରେ ଏକ କାର୍ଯ୍ୟକ୍ରମରେ ହାତୀର ଉତ୍ପାତ ଯୋଗୁଁ ଏକ ଦଳାଚକଟା ହୋଇଥିଲା। ଏହି ଦୁର୍ଘଟଣାରେ ୧୭ ଜଣ ଲୋକ ଆହତ ହୋଇଥିବା ଜଣାଯାଇଛି। ସୋସିଆଲ ମିଡିଆରେ ହାତୀ ଆତଙ୍କର ଏକ ଭିଡିଓ ଭାଇରାଲ ହେଉଛି। ଦେଖନ୍ତୁ ଘଟଣାର ପୂରା ଭିଡିଓ-

 

 

kerala elephant Viral Video: କେରଳର ମାଲାପୁରାମରେ ଏକ କାର୍ଯ୍ୟକ୍ରମରେ ହାତୀର ଉତ୍ପାତ ଯୋଗୁଁ ଏକ ଦଳାଚକଟା ହୋଇଥିଲା। ଏହି ଦୁର୍ଘଟଣାରେ ୧୭ ଜଣ ଲୋକ ଆହତ ହୋଇଥିବା ଜଣାଯାଇଛି। ସୋସିଆଲ ମିଡିଆରେ ହାତୀ ଆତଙ୍କର ଏକ ଭିଡିଓ ଭାଇରାଲ ହେଉଛି। ଦେଖନ୍ତୁ ଘଟଣାର ପୂରା ଭିଡିଓ-

 

 

Video Thumbnail
Share
Advertisement
Read More