Videos

Video: ସାଧରଣତନ୍ତ୍ର ଦିବସ ପୂର୍ବରୁ ସ୍କୁଲ ଛାତ୍ରୀଙ୍କ ଭିଡିଓ ଭାଇରାଲ୍

Video: ସ୍କୁଲ ଛାତ୍ରୀ ତଥା କୁନି ଝିଅ ବିଦ୍ୟାଙ୍କର ଏକ ନୂଆ ରିଲ୍ସ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ବିଦ୍ୟା ଏହି ରିଲ୍ସଟି ପ୍ରସ୍ତୁତ କରିଛନ୍ତି । ଜାତୀୟ ପତାକା ସହ ନିଆରା ଲୁକରେ ନଜର ଆସିଛନ୍ତି ବିଦ୍ୟା । ଏକ ଭିନ୍ନ ଢଙ୍ଗରେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିବା ପାଇଁ ବିଦ୍ୟାଙ୍କ ଏହି ପ୍ରୟାସକୁ ଜନସାଧାରଣ ଖୁବ ପ୍ରଶଂସା କରିଥିବା ଦେଖିବାକୁ ମିଳିଛି ।

Video Thumbnail
Share
Advertisement
Read More