Videos

Video: ଗାଁ ଦୋକାନ ସାମ୍ନାରୁ ସ୍କୁଲ ଛାତ୍ରୀଙ୍କ ଭିଡିଓ ଭାଇରାଲ୍

Video: ସ୍କୁଲ୍ ଛାତ୍ରୀ ବିଦ୍ୟା ଗାଁ ଦୋକାନ ସାମ୍ନାରେ ଏକ ରିଲ୍ସ ପ୍ରସ୍ତୁତ କରିଛନ୍ତି ଯାହା ବର୍ତ୍ତମାନ ଖୁବ ଭାଇରାଲ୍ ହେବାରେ ଲାଗିଛି । ବିଦ୍ୟା ପୂର୍ବରୁ ମଧ୍ୟ ଅନେକ ରିଲ୍ସ ସୋସିଆଲ ମିଡିଆରେ ଅପଲୋଡ କରି ଲୋକପ୍ରିୟ ହୋଇଛନ୍ତି । ଏତେ କମ ବୟସରେ ବିଦ୍ୟାଙ୍କ ପ୍ରତିଭା ଦେଖି ସମସ୍ତେ ପ୍ରଶଂସା କରୁଛନ୍ତି ।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More