Video: ଅଭିନେତା ସ୍ୱରାଜ ବାରିକ ଏବଂ ମନୀଷାଙ୍କ ଅଭିନିତ ସିନେମା 'ଖୋକା ଭାଈ ତମ ପାଇଁ' ରିଲିଜ ପରେ ସିନେମା କିପରି ହୋଇଛି ତାହାର ରିଭ୍ୟୁ ସାମ୍ନାକୁ ଆସିଛି । ହଲରୁ ବାହାରିବା ପରେ ଦର୍ଶକ ସିନେମାକୁ ନେଇ ଖୁବ ଖୁସି ଥିବା ପ୍ରକାଶ କରିଛନ୍ତି । ଅଭିନେତା ସ୍ୱରାଜ ବାରିକ ନିଜେ ଉପସ୍ଥିତ ରହି ଦର୍ଶକଙ୍କୁ ସିନେମା ବାବଦରେ ପଚାରି ବୁଝିଥିଲେ ।
More Videos
More Videos
More Videos
More Videos
More Videos