Viksit Krishi Sankalp Abhiyan:ଆସନ୍ତା ୨୯ ମଇରୁ ୧୨ ଜୁନ ପର୍ଯ୍ୟନ୍ତ କୃଷକମାନଙ୍କ ଉନ୍ନତି ପାଇଁ ବିକଶିତ କୃଷି ସଂକଳ୍ପ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଏହି ଅଭିଯାନ ମଧ୍ୟରେ କୃଷି ବୈଜ୍ଞାନିକମାନେ କୃଷକମାନଙ୍କ ନିକଟକୁ ଯାଇ ସମସ୍ୟାର ସମାଧାନ କରିବାକୁ ପ୍ରୟାସ କରିବେ। ଏନେଇ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏକ ବାର୍ତ୍ତାରେ ସୂଚନା ଦେଇଛନ୍ତି। ଏହି ବାର୍ତ୍ତା ଏକ୍ସରେ ସେୟାର ହେବା ସହିତ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ କୃଷି ବିଭାଗର ସଚିବ ଅରବିନ୍ଦ ପାଢୀଙ୍କୁ ଟ୍ୟାଗ କରାଯାଇଛି।
More Videos
More Videos
More Videos
More Videos
More Videos