Videos

Viral Video: ବିଲ ମଝିରୁ ଭାଇରାଲ ହେଲା ଏହି ଅଭିନେତ୍ରୀଙ୍କ ସହ ଅନଟ୍ୟାଲେଣ୍ଟେଡ ଗାଏଙ୍କ ଭିଡିଓ

Viral Video: ବିଲ ମଝିରୁ ଭାଇରାଲ ହେଲା ଏହି ଅଭିନେତ୍ରୀଙ୍କ ସହ ଅନଟ୍ୟାଲେଣ୍ଟେଡ ଗାଏଙ୍କ ଭିଡିଓ । ରାଜ୍ୟର ଭାଇରାଲ ବଏ ଭାବେ ବେଶ୍ ପରିଚିତ୍ ଅନଟ୍ୟାଲେଣ୍ଟେଡ ଗାଏ ଏବେ ଖୁବ ଚର୍ଚ୍ଚାରେ। ନିଜ ସୋସିଆଲ ମିଡିଆ ପେଜ୍ ରେ ନିଜ ବ୍ୟକ୍ତିଗତ ଜୀବନ ସହ ସୋସିଆଲ ମେସେଜ୍ ଭିଡିଓ ବି ସେୟାର କରିଥାନ୍ତି ଆଦିତ୍ୟ । ତେବେ ବିଲ ମଝିରୁ ଭାଇରାଲ ହୋଇଛି ଏକ ଆଲବମ ରିମେକ୍ ଭିଡିଓ। ଭିଡିଓ ଟି ର ନାଁ ହେଲା ଆଖି ପଲକରେ ତୁ...ଆପଣ ବି ଦେଖନ୍ତୁ ଭିଡିଓ

Video Thumbnail
Share
Advertisement
Read More