Videos

Video: ଭାଇରାଲ ଗର୍ଲ ଗାର୍ଗୀଙ୍କ ଏହି ଭିଡିଓ ଥରେ ଦେଖନ୍ତୁ

Video: ନିଜ ଉଚ୍ଚତା କାରଣରୁ ଦିନେ ଗାର୍ଗୀ ଜେନା ଚର୍ଚ୍ଚାକୁ ଆସିଥିଲେ । ତାପରେ ଟିଭି ଏବଂ ସୋସିଆଲ ମିଡିଆ ମାଧ୍ୟମରେ ଲୋକମାନେ ଗାର୍ଗୀଙ୍କୁ ଦେଖିବାକୁ ପାଇଥିଲେ । ବର୍ତ୍ତମାନ ଗାର୍ଗୀଙ୍କ ଅନେକ ରିଲସ୍ ଖୁବ ଭାଇରାଲ୍ ହେବାରେ ଲାଗିଛି । ନିକଟରେ ଗାର୍ଗି ଏହି ଓଡ଼ିଆ ଗୀତରେ ରିଲ୍ସ ଅପଲୋଡ କରିଥିବା ସମୟରେ କମେଣ୍ଟ ବକ୍ସରେ ପ୍ରଶଂସକଙ୍କ ସକରାତ୍ମକ ପ୍ରତିକ୍ରିୟା ଦେଖିବାକୁ ମିଳିଛି ।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More