Videos

Video: କୁନି ଗାୟକ ଶାନ୍ତନୁ ମହାନ୍ତି ଘରେ କରୁଛନ୍ତି ଏମିତି କିଛି, ଭିଡିଓ ଭାଇରାଲ୍

Viral Video: ଖୁବ କମ ବୟସରେ ଲୋକପ୍ରିୟତା ହାସଲ କରିଥିବା କୁନି କଣ୍ଠଶିଳ୍ପୀ ଶାନ୍ତନୁ ମହାନ୍ତିଙ୍କୁ ନେଇ ଅନେକ ସମୟରେ ସୋସିଆଲ ମିଡିଆରେ ଚର୍ଚ୍ଚା ଆଲୋଚନା ହୁଏ । ଶାନ୍ତନୁ ଖୁବ ସୁନ୍ଦର ଗୀତ ଗାଇବା ସହ ମେଲୋଡି କାର୍ଯ୍ୟକ୍ରମରେ ଚମତ୍କାର ଅଙ୍ଗଭଙ୍ଗୀ ପ୍ରଦର୍ଶନ କରିଥାନ୍ତି । କେବଳ ବାହାରେ ନୁହେଁ, ନିଜ ଘରେ ମଧ୍ୟ ଶାନ୍ତନୁ ଖୁବ ଚଗଲାମୀ କରିଥାନ୍ତି । ନିଜ ମାଆଙ୍କ ସହ ଶାନ୍ତନୁଙ୍କ ଏହି ଭିଡିଓଟି ଖୁବ ଭାଇରାଲ୍ ହେବାରେ ଲାଗିଛି ।

Video Thumbnail
Share
Advertisement
Read More