Videos

Odia Viral Video: ପାର୍କରୁ ଭାଇରାଲ ହେଲା କଲେଜ ପଢୁଆ ଛାତ୍ରୀଙ୍କ ଭିଡିଓ

ଆଜିକାଲି ଯୁଗରେ ରିଲ୍ସ କରିବା ପାଇଁ ଯୁବକଯୁବତୀଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଲାଗି ରହିଛି। ବିଶେଷ କରି କଲେଜ ପଢୁଆ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହା ଅଧିକ ପରିମାଣରେ ଦେଖିବାକୁ ମିଳୁଛି। ଛାତ୍ରୀମାନେ ଅଧିକାଂଶ ସମୟରେ ରିଲ୍ସ କରି ସୋସିଆଲ ମିଡିଆରେ ସେୟାର କରିଥାଆନ୍ତି। ଯାହା ବହୁ ମାତ୍ରା ଭାଇରାଲ ହୋଇଥାଏ। ଏପରିକି ଲାଇକ ମଧ୍ୟ ବହୁଳ ମାତ୍ରାରେ ମିଳିଥାଏ। ତେବେ ଏଭଳି ଜଣେ କଲେଜ ପଢୁଆ ଛାତ୍ରୀଙ୍କର ଭିଡିଓ ଭାଇରାଲ ହେଉଛି। ଦେଖନ୍ତୁ ଭିଡିଓ...

 

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More