Videos

Viral Video: ବିଧାନସଭା ଚାଲିଥିବା ବେଳେ ସିଟ୍ ଉପରେ ଶୋଇ ପଡ଼ିଲେ ମୁଖ୍ୟମନ୍ତ୍ରୀ, ଦେଖନ୍ତୁ ଏହି ଭାଇରାଲ ଭିଡିଓ...

Viral Video: ଯେଉଁ ସମୟରେ ରାଜ୍ୟର ଅର୍ଥନୀତି ଅଡୁଆରେ ପଡିଛି ଏବଂ ଆର୍ଥିକ ସ୍ଥିତିକୁ ନେଇ ବିଧାନସଭାରେ ଏକ ଗୁରୁତର ଆଲୋଚନା ଚାଲିଥିଲା, ସେତେବେଳେ ମୁଖ୍ୟମନ୍ତ୍ରୀ ସୁଖ ନିଦ୍ରା ନେଉଛନ୍ତି। ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସ୍ପଷ୍ଟ ଜଣାପଡୁଛି ଯେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଅନିରୁଦ୍ଧ ସିଂ ବିଧାନସଭାରେ କଂଗ୍ରେସ ସରକାରଙ୍କ ତରଫରୁ ତଥ୍ୟ ଉପସ୍ଥାପନ କରୁଥିବାବେଳେ ସିଏମ ଗଭୀର ନିଜରେ ଶୋଇ ଘୁଙ୍ଗୁଡ଼ି ପେଲୁଛନ୍ତି। ଏଭଳି ପରିସ୍ଥିତିରେ ଲୋକମାନେ ସୋସିଆଲ ମିଡିଆରେ ସିଏମ ସୁଖୁଙ୍କୁ ଟ୍ରୋଲ କରାଯାଉଛି। ଏହାକୁ କଂଗ୍ରେସର ଭଙ୍ଗା ମଡେଲର ବାସ୍ତବତା ବୋଲି କହି ସେମାନେ ସୁଖୁ ସରକାରଙ୍କୁ ଭର୍ତ୍ସନା କରୁଛନ୍ତି।
 
Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More