Videos

VIRAL VIDEO: ସୋସିଆଲ ମିଡିଆରେ ଭାଇରାଲ ହେଉଛି ୬୬ ବର୍ଷୀୟ ବୃଦ୍ଧାଙ୍କ ଏପରି ରଙ୍ଗିନ୍ ଭିଡିଓ, ଦେଖିଲେ ଉଡ଼ିଯିବ ହୋସ୍...

VIRAL VIDEO: ଜଣେ ବୁଢ଼ି ମାଆଙ୍କ ର ଭାଇରାଲ୍ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି।। @ ravi.bala.sharma ନାମକ ହ୍ୟାଣ୍ଡେଲରେ ବୁଢ଼ି ମାଆଙ୍କର ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ହଇଚଇ ସୃଷ୍ଟି କରିଛି। ବୁଢ଼ି ମାଆ କରିସ୍ମା କପୁରଙ୍କ ଗୀତ 'ମେରେ ହିଭଡାମି ନାଚେ ମୋର' ରେ ଏତେ ସୁନ୍ଦର ଭାବେ ନାଚିଛନ୍ତି ଯେ ସମସ୍ତ ଏହି ଭିଡିଓକୁ ଖୁବ୍ ପସନ୍ଦ କରୁଛନ୍ତି। ଜେଜେମା’ଙ୍କ ଡ୍ୟାନ୍ସ ଭିଡିଓ ଦେଖି ଆପଣ ମଧ୍ୟ ପ୍ରଶଂସା କରିବେ |
 
Video Thumbnail
Share
Advertisement
Read More