Odisha News: କଟକ ମହାନଦୀ ଯୋବ୍ରା ଆନିକଟ ସ୍ଥିତ 94 ନମ୍ବର ଗେଟରୁ ଏକ ମୃତ ଦେହ ଉଦ୍ଧାର ଘଟଣା। ମୃତକ ହେଲେ ଭୁବନେଶ୍ୱର ପଟିଆ ଅଞ୍ଚଳର। ମୃତ ବ୍ୟକ୍ତି ନାଁ ବୈଷ୍ଣବ ଚରଣ ସିଂହ ,ବୟସ ୭୮। ସେ ଜଣେ ରିଟାଏର୍ଡ ପ୍ରଫେସର। ମୃତକଙ୍କ ପରିବାର ଲୋକ ୧୫ ତାରିଖ ଦିନ ନନ୍ଦନକାନନ ଥାନାରେ ମିସିଙ୍ଗ କମ୍ପପ୍ଲେନ୍ କରିଥିଲେ। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ।
More Videos
More Videos
More Videos
More Videos
More Videos