Videos

Viral Video: ଦେଶ ପାଇଁ ଗୋଲ୍ଟ ଜିତିବା ପରେ ପରିବାର ସହ ଏପରି ଭିଡିଓ ସେୟାର କଲେ ଗ୍ରାଣ୍ଡମାଷ୍ଟର୍‌ ଡି ଗୁକେଶ, ଦେଖନ୍ତୁ ଏହି ଭାଇରାଲ ଭିଡିଓ

Viral Video: ୧୭ ବର୍ଷୀୟ ଭାରତୀୟ ଗ୍ରାଣ୍ଡମାଷ୍ଟର୍‌ ଡି ଗୁକେଶ, ଜଗତର ନୂଆ କିଙ୍ଗ। ୧୮ ବର୍ଷୀୟ ଭାରତୀୟ ଚେସ୍ ଗ୍ରାଣ୍ଡମାଷ୍ଟର ଡି ଗୁକେଶ ଚେସ ଅଲିମ୍ପିଆଡ଼ରେ ସ୍ୱର୍ଣ୍ଣ ଜିତି ଇତିହାସ ସୃଷ୍ଟି କରିଛନ୍ତି। ଚେସ୍ ଅଲିମ୍ପିଆଡ୍ ୨୦୨୪ ରେ ଓପନ୍ ସେକ୍ସନରେ ଭାରତ ପ୍ରଥମ ଥର ପାଇଁ ସ୍ୱର୍ଣ୍ଣ ଜିତିଛି। ଡି ଗୁକେଶଙ୍କର ଏକ ସୁନ୍ଦର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ସେ ତାଙ୍କ ପରିବାର ସହ ମସ୍ତି କରୁଥିବା ଦେଖିବାକୁ ମିଳିଛି।

Video Thumbnail
Share
Advertisement
Read More