Videos

Actress Sheetal Patra Video: ଏପରି ଭାବେ ନଜର ଆସିଲେ ଅଭିନେତ୍ରୀ ଶୀତଲ ପାତ୍ର, ଭାଇରାଲ ହେଉଛି ଏହି ଭିଡିଓ..

Actress Sheetal Patra Video: ଓଡ଼ିଆ ଅଭିନେତ୍ରୀ ଶୀତଲ ପାତ୍ର ଜଣେ ଖୁବ୍ ଚର୍ଚ୍ଚିତ ଚେହେରା।  ନିଜର ଅଭିନୟ ମାଧ୍ୟମରେ ଶୀତଲ ଓଡ଼ିଆ ଦର୍ଶକଙ୍କ ନିକଟରେ ଏକ ନିଆରା ପରିଚୟ ସୃଷ୍ଟି କରିଛନ୍ତି। ନାକଟରେ ତାଙ୍କର ଏକ ଡ୍ୟାନ୍ସ ଭିଡିଓ ଖୁବ୍ ଭାଇରାଲ ହେଉଛି। ଦେଖନ୍ତୁ ଏହି ଭିଡିଓ...

Video Thumbnail
Share
Advertisement
Read More